ପ୍ରାନ୍ତେ Prānte

  • ସଂ. ଅ. (ପ୍ରାନ୍ତ ଶବ୍ଦର 7 ମୀ. 1 ବ.) — ସର୍ବ ଶେଷରେ — At last
  • ସଂ. ଅ. (ପ୍ରାନ୍ତ ଶବ୍ଦର 7 ମୀ. 1 ବ.) — ଶତ୍ରୁ ଜିଣି ପ୍ରାନ୍ତେ ସମୂଳେ ନାଶ ଯାଏ। କୃଷ୍ଣସିଂହ, ମହାଭାରତ, ବନ।