ପ୍ରାନ୍ତର Prāntara

  • ସଂ. ବି. (ପ୍ର+ଅନ୍ତର) — ଅପନ୍ତରା; ଛାୟାଜଳାଦିଶୂନ୍ୟ ପ୍ରଦେଶ — A barren tract of country
  • ସଂ. ବି. (ପ୍ର+ଅନ୍ତର) — ପନ୍ତାର; ମରୁଭୂମି; ବିସ୍ତୀର୍ଣ୍ଣ ପଡ଼ିଆ — Desert; waste; wilderness; prairie
  • ସଂ. ବି. (ପ୍ର+ଅନ୍ତର) — ଜନଶୂନ୍ୟ ପ୍ରଦେଶ — Uninhabited or lonely country
  • ସଂ. ବି. (ପ୍ର+ଅନ୍ତର) — ଅତି ଦୂର ଓ ଜନସଂଚାରଶୂନ୍ୟ ପଥ — A long and solitary path
  • ସଂ. ବି. (ପ୍ର+ଅନ୍ତର) — କ୍ଳାନ୍ତିଜନକ ମାର୍ଗ — A tiresome road
  • ସଂ. ବି. (ପ୍ର+ଅନ୍ତର) — ଅଗନାଗ୍ନି ବନସ୍ତ; ଜଙ୍ଗଲ; ବନ — A solitary forest; a wild