ପ୍ରାଦୁର୍ଭାବ Prādurbhāba
- ସଂ. ବି. (ପ୍ରାଦୁଃ=ପ୍ରକାଶ+ଭୂ ଧାତୁ+ଭାବ. ଅ) — ପ୍ରକାଶିତ ହେବା; ପ୍ରକଟିତ ହେବା — Manifestation
- ସଂ. ବି. (ପ୍ରାଦୁଃ=ପ୍ରକାଶ+ଭୂ ଧାତୁ+ଭାବ. ଅ) — ଉଦ୍ଭବ; ଆବିର୍ଭାବ — Coming into existence; prevalence
- ସଂ. ବି. (ପ୍ରାଦୁଃ=ପ୍ରକାଶ+ଭୂ ଧାତୁ+ଭାବ. ଅ) — ପ୍ରଥମ ପ୍ରକାଶ — First appearance; coming to light first
- ସଂ. ବି. (ପ୍ରାଦୁଃ=ପ୍ରକାଶ+ଭୂ ଧାତୁ+ଭାବ. ଅ) — ପ୍ରବଳତା — Outbreak; currency; predominance
- ସଂ. ବି. (ପ୍ରାଦୁଃ=ପ୍ରକାଶ+ଭୂ ଧାତୁ+ଭାବ. ଅ) — କ୍ଷମତା — Power; influence