ପ୍ରାତ୍ୟୟିକ Prātyayika

  • ସଂ. ବିଣ. (ପ୍ରତ୍ୟୟ+ଇକ) — ପ୍ରତ୍ୟୟୀ; ବିଶ୍ୱାସକାରୀ — Trusting
  • ସଂ. ବି. ପୁଂ. — ଜାମିନ୍ଦାର; ପ୍ରତିଭୂ — A person who stands as a surety
  • ସଂ. ବି. ପୁଂ. — ପକ୍ଷକୁ ଚିହ୍ନଟ ଦେବା ବ୍ୟକ୍ତି (ହି. ଶ) — An identifying surety; an identifier