ପ୍ରାତ୍ୟନ୍ତିକ Prātyantika
- ସଂ. ବି. (ପ୍ରତ୍ୟନ୍ତ+ଇକ) — ଦୁଇ ରାଜ୍ୟର ସୀମା ମଧ୍ୟରେ ଅବସ୍ଥିତ ରାଜ୍ୟ (ହି. ଶ) — A buffer state
- ସଂ. ବି. (ପ୍ରତ୍ୟନ୍ତ+ଇକ) — ସୀମାନ୍ତର ରକ୍ଷାରେ ନିଯୁକ୍ତ ବ୍ୟକ୍ତି (ହି. ଶ) — A person engaged to guard the border
- ସଂ. ବିଣ — ସୀମାନ୍ତରେ ଅବସ୍ଥିତ — Situated in the border