ପ୍ରାତିଭ Prātibha
- ସଂ. ବିଣ. (ପ୍ରତିଭା+ଅ) — ପ୍ରତିଭାଶାଳୀ; ତୀକ୍ଷ୍ଣବୁଦ୍ଧିବିଶିଷ୍ଟ — Talented; sharp-witted
- ସଂ. ବି — ଯୋଗ ସାଧନାର ବିଘ୍ନକର ଉପସର୍ଗ ବା ଅନ୍ତରାୟ ବିଶେଷ — One of the impediments in Joga-exercise
- ସଂ. ବି — [ଦ୍ର—ଯୋଗ ସାଧନ ମାର୍ଗରେ 5 ପ୍ରକାର ବିଘ୍ନ ମଧ୍ୟରୁ ଏହା ଏକ। ଯୋଗସାଧନ କରିବାବେଳେ ପ୍ରତିଭାଶାଳୀ ଯୋଗୀଙ୍କ ମନରେ ବେଦ ଓ ଶାସ୍ତ୍ରାଦିର ଅର୍ଥ ଓ ନାନା ବିଦ୍ୟା ଓ କଳା ଆଦିର ଜ୍ଞାନ ଉଦୟ ହୋଇ ଯୋଗସାଧନରେ ବାଧା ଜାତ ହୁଏ—ହି.ଶ।] — [ଦ୍ର—ଯୋଗ ସାଧନ ମାର୍ଗରେ5ପ୍ରକାର ବିଘ୍ନ ମଧ୍ୟରୁ ଏହା ଏକ ଯୋଗସାଧନ କରିବାବେଳେ ପ୍ରତିଭାଶାଳୀ ଯୋଗୀଙ୍କ ମନରେ ବେଦ ଓ ଶାସ୍ତ୍ରାଦିର ଅର୍ଥ ଓ ନାନା ବିଦ୍ୟା ଓ କଳା ଆଦିର ଜ୍ଞାନ ଉଦୟ ହୋଇ ଯୋଗସାଧନରେ ବାଧା ଜାତ ହୁଏ—ହି.ଶ]