ପ୍ରାତିପକ୍ଷ Prātipaksha

  • ସଂ. ବିଣ (ପ୍ରତିପକ୍ଷ+ଅ) — ବିପରୀତ ପକ୍ଷାବଲମ୍ବୀ — Taking the opposite side
  • ସଂ. ବିଣ (ପ୍ରତିପକ୍ଷ+ଅ) — ପ୍ରତିକୂଳ; ବିରୋଧୀ — Opposing
  • ସଂ. ବିଣ (ପ୍ରତିପକ୍ଷ+ଅ) — ପ୍ରତିଦ୍ୱନ୍ଦ୍ୱୀ — Rival
  • ସଂ. ବି — ଶତ୍ରୁ — Enemy
  • ସଂ. ବି — ବିପକ୍ଷ — Adversary