ପ୍ରାତିପଦିକ Prātipadika

  • ସଂ. ବିଣ. (ପ୍ରତିପଦ୍+ସମ୍ବନ୍ଧାର୍ଥେ. ଇକ) — ପ୍ରତିପଦ ସମ୍ବନ୍ଧୀୟ — Relating to the 1st day of the lunar fortnight
  • ସଂ. ବି — (ପ୍ରତିପଦ=ପ୍ରତ୍ୟେକ ପଦ+ଭବାର୍ଥେ ଇକ)— (ବ୍ୟାକରଣ) ବିଭକ୍ତିହୀନ ବିଶେଷ୍ୟ ବା ବିଶେଷଣ ପଦ (ଯଥା—ପିତୃ, ସଖୀ, ବେଧସ୍) — The crude form of a noun or adjective
  • ସଂ. ବି — ଅଗ୍ନି — Fire
  • ସଂ. ବି — ନାମ; ଅଭିଧା (ଜ୍ଞାନେନ୍ଦ୍ର) — Name; appellation