ପ୍ରାତଃ ସ୍ମରଣୀୟ Prātaḥ smaraṇīya

  • ସଂ. ବିଣ. ପୁଂ. — ସକାଳୁ ଉଠି ଯେଉଁ ମହା— ପୁରୁଷଙ୍କର ନାମ ଧଇଲେ ପୁଣ୍ୟ ହୁଏ; ପୁଣ୍ୟବାନ୍ ଓ ଯଶସ୍ୱୀ; ପୁଣ୍ୟଶ୍ଳୋକ — Of hallowed memory; whose name is to be recited every morning
  • ସଂ. ବିଣ. ପୁଂ. — ସର୍ବଜନମାନ୍ୟ — Deserving universal homage
  • ସଂ. ବିଣ. ପୁଂ. — ଯାହା ସକାଳେ ସ୍ମରଣ କରିବା ଯୋଗ୍ୟ — Fit to be remembered in the morning