ପ୍ରାତଃ ପ୍ରଣାମ Prātaḥ praṇāma

  • ସଂ. ବି. — ଗୁରୁଜନଙ୍କୁ ପ୍ରାତଃକାଳୀନ ଅଭିବାଦନ — Obeisance done to one's elders at dawn
  • ଦେ. ଅ. — (ବନ୍ଧୁ ଓ ଗୁରୁଜନଙ୍କୁ ଭେଟିବା ସମୟରେ ଅଭିବାଦନ ବାକ୍ୟ) ଆଜି ମୋର ସୁପ୍ରଭାତ — Good morning!