ପ୍ରାଣିପ୍ରୟାଣ Prāṇiprayāṇa

  • ସଂ. ବି. (ଆଧୁନିକ ଜୀବବିଜ୍ଞାନ ପ୍ରୟୋଗ) — କେତେକ ପ୍ରାଣୀଙ୍କର (ବିଶେଷତଃ ପକ୍ଷୀଙ୍କର) ଖାଦ୍ୟ ଅନ୍ୱେଷଣ ବା ସନ୍ତାନୋତ୍ପାଦନ ନିମନ୍ତେ ନିର୍ଦ୍ଦିଷ୍ଟ ଋତୁରେ ଏକ ଅଞ୍ଚଳ ଛାଡ଼ି ଅନ୍ୟ ଅଞ୍ଚଳକୁ ଚାଲିଯିବା ଓ ଉକ୍ତ କାର୍ଯ୍ୟ ଶେଷ କରିବା ପରେ ପୂର୍ବ ଅଞ୍ଚଳକୁ ଫେରି ଆସିବାର ରୀତି — Migration of animals
  • ସଂ. ବି. (ଆଧୁନିକ ଜୀବବିଜ୍ଞାନ ପ୍ରୟୋଗ) — [ଦ୍ର—କୋଚିଲାଖାଇ, ହଂସରାଳି, ସାରସ, ଶୁଆ, କୋଇଲି ପ୍ରଭୃତି ଏହି ଜାତୀୟ ଜୀବର ଉଦାହରଣ।]