ପ୍ରାଣିତତ୍ତ୍ୱ Prāṇitattwa

  • ସଂ. ବି. (ଆଧୁନିକ ପ୍ରୟୋଗ) — ଜୀବ—ତତ୍ତ୍ୱ ବା ବିଜ୍ଞାନ; ଯେଉଁ ବିଜ୍ଞାନରୁ ପ୍ରାଣୀ— ମାନଙ୍କର ବିଷୟ ଜଣାଯାଏ — Zoology