ପ୍ରାଣାୟତନ Prāṇāyatana
- ସଂ. ବି. ( 6 ଷ୍ଠୀ ତତ୍; ପ୍ରାଣ+ଆୟତନ) — ମୃତ୍ୟୁ ସମୟରେ ପ୍ରାଣବାୟୁ ବହିର୍ଗତ ହେବାର ପ୍ରଧାନ ଦ୍ୱାର ବା ଛିଦ୍ରମାନ — The chief holes or orifices through which the last breath goes out at the time of death
- ସଂ. ବି. ( 6 ଷ୍ଠୀ ତତ୍; ପ୍ରାଣ+ଆୟତନ) — [ଦ୍ର—ଦୁଇ କାନ, ଦୁଇ ନାସାରନ୍ଧ୍ର, ଦୁଇ ଆଖି, ଗୁହ୍ୟଦ୍ୱାର, ଲିଙ୍ଗ ଓ ମୁଖ ଏହି ନବଦ୍ୱାର ବାଟେ ପ୍ରାଣବାୟୁ ବାହାରି ଯାଏ— ଯାଜ୍ଞବଲ୍କ୍ୟ ସଂହିତା (ହି. ଶ)।]