ପ୍ରାଣାତ୍ୟୟ Prāṇātyaya

  • ସଂ. ବି. ( 6 ଷ୍ଠୀ ତତ୍; ପ୍ରାଣ+ଅତ୍ୟୟ=ନାଶ) — ପ୍ରାଣତ୍ୟାଗ; ମୃତ୍ୟୁ — Death
  • ସଂ. ବି. ( 6 ଷ୍ଠୀ ତତ୍; ପ୍ରାଣ+ଅତ୍ୟୟ=ନାଶ) — ମୃତ୍ୟୁକାଳ — Time of death