ପ୍ରାଣାଘାତ Prāṇāghāta

  • ସଂ. ବି. (ପ୍ରାଣ+ଆଘାତ) — ଅତ୍ୟନ୍ତ ପୀଡ଼ା; କଷ୍ଟ (ହି. ଶ) — Great pain
  • ସଂ. ବି. (ପ୍ରାଣ+ଆଘାତ) — ହତ୍ୟା; ମାରଣ (ହି. ଶ) — Slaughter; killing