ପ୍ରାଣାଗ୍ନିହୋତ୍ର Prāṇāgnihotra
- ସଂ. ବି — ଭୋଜନ ପୂର୍ବରୁ ଦ୍ୱିଜାତିମାନଙ୍କର ପଞ୍ଚୁଗ୍ରାସୀ କ୍ରିୟା; ଓଁ ପ୍ରାଣାୟ ସ୍ୱାହା, ଓଁ ଅପାନାୟ ସ୍ୱାହା, ଓଁ ବ୍ୟାନାୟ ସ୍ୱାହା, ଓଁ ଉଦାନାୟ ସ୍ୱାହା, ଓଁ ସମାନାୟ ସ୍ୱାହା ଏହି 5 ଟି ମନ୍ତ୍ର ଉଚ୍ଚାରଣ ପୂର୍ବକ ପ୍ରଥମେ ଯଥାକ୍ରମେ 5 ଗୁଣ୍ଡା ଅନ୍ନ ଭୋଜନବିଧି (ହି. ଶ) — ଭୋଜନ ପୂର୍ବରୁ ଦ୍ୱିଜାତିମାନଙ୍କର ପଞ୍ଚୁଗ୍ରାସୀ କ୍ରିୟା; ଓଁ ପ୍ରାଣାୟ ସ୍ୱାହା, ଓଁ ଅପାନାୟ ସ୍ୱାହା, ଓଁ ବ୍ୟାନାୟ ସ୍ୱାହା, ଓଁ ଉଦାନାୟ ସ୍ୱାହା, ଓଁ ସମାନାୟ ସ୍ୱାହା ଏହି5ଟି ମନ୍ତ୍ର ଉଚ୍ଚାରଣ ପୂର୍ବକ ପ୍ରଥମେ ଯଥାକ୍ରମେ5ଗୁଣ୍ଡା ଅନ୍ନ ଭୋଜନବିଧି (ହି. ଶ)— The ritual of taking the first 5 morsels of food at the beginning of a meal