ପ୍ରାଣସାଇଁ Prāṇasāiñ

  • ଦେ. ବି. (ସଂ. ପ୍ରାଣସ୍ୱାମୀ) — ଈଶ୍ୱର — God
  • ଦେ. ବି. (ସଂ. ପ୍ରାଣସ୍ୱାମୀ) — ସ୍ୱାମୀ — Husband
  • ଦେ. ବି. (ସଂ. ପ୍ରାଣସ୍ୱାମୀ) — କିରୂପେ ମୁଁ ହେବି ତୁମ୍ଭର ପ୍ରାଣସାଇଁ। କୃଷ୍ଣସିଂହ, ମହାଭାରତ, ବନ।