ପ୍ରାଣସଜନୀ Prāṇasajanī

  • ଦେ. ବି. ସ୍ତ୍ରୀ — ପ୍ରାଣସଖୀ; ପ୍ରିୟତମା ସହଚରୀ — Dearest companion
  • ଦେ. ବି. ସ୍ତ୍ରୀ — ପ୍ରାଣ ସଜନି ରେ ! ଗଲି ମୁହିଁ ଲାଜେ ସଢ଼ି। ସଂଗୀତ।