ପ୍ରାଣସଙ୍ଗୀ Prāṇasaṅgī
- ଦେ. ବି. ପୁଂ. — ଜୀବନସଙ୍ଗୀ; ଅନ୍ତରଙ୍ଗ ସହଚର — A companion of life; a life-long friend
- ଦେ. ବି. ପୁଂ. — ପ୍ରାଣପ୍ରତିମ ବା ପ୍ରିୟତମ ସଙ୍ଗୀ — Dearest companion
- ଦେ. ବି. ପୁଂ. — ଯେଉଁ ବ୍ୟକ୍ତି ମରିବା ପର୍ଯ୍ୟନ୍ତ ସଙ୍ଗେ ଥାଏ — A person who is with one till death