ପ୍ରାଣସଖା Prāṇasakhā

  • ଦେ. ବି. ପୁଂ. (ସଂ. ପ୍ରାଣ+ସଖି) — ପ୍ରାଣସମ ପ୍ରିୟବନ୍ଧୁ; ପ୍ରାଣବନ୍ଧୁ; ପ୍ରିୟତମ ସହଚର (ଜ୍ଞାନେନ୍ଦ୍ର) — Dearest friend or companion
  • ଦେ. ବି. ପୁଂ. (ସଂ. ପ୍ରାଣ+ସଖି) — ପରମେଶ୍ୱର — God