ପ୍ରାଣ ଶୂନ୍ୟ Prāṇa ṡūnya
- ସଂ. ବିଣ ( 3 ୟା ତତ୍; ପ୍ରାଣ+ଶୂନ୍ୟ) — ନିର୍ଜୀବ — Lifeless
- ସଂ. ବିଣ ( 3 ୟା ତତ୍; ପ୍ରାଣ+ଶୂନ୍ୟ) — ମୃତ — Dead
- ସଂ. ବିଣ ( 3 ୟା ତତ୍; ପ୍ରାଣ+ଶୂନ୍ୟ) — ନିଷ୍ଠୁର — Cruel
- ସଂ. ବିଣ ( 3 ୟା ତତ୍; ପ୍ରାଣ+ଶୂନ୍ୟ) — ଅନୁଦାର — Narrow minded
- ଦେ. ବିଣ — ଆନ୍ତରିକତାଶୂନ୍ୟ — Insincere
- ଦେ. ବିଣ — ତେଜୋହୀନ — Vigourless