ପ୍ରାଣ ରଙ୍କ Prāṇa raṅka

  • ସଂ. ବିଣ. ପୁଂ. ( 4 ର୍ଥୀ ତତ୍; ପ୍ରାଣ+ରଙ୍କ=କୃପଣ) — ଜୀବନସର୍ବସ୍ୱ; ପ୍ରାଣ ଲୋଭୀ — One who values his life most
  • ସଂ. ବିଣ. ପୁଂ. ( 4 ର୍ଥୀ ତତ୍; ପ୍ରାଣ+ରଙ୍କ=କୃପଣ) — ଜନ୍ମଭୂମି ଟେକ ରକ୍ଷା ଶକତି କି କେବେ ଧରଇ, ହେ ପାଣ୍ଡୁ ରାଣ, ପ୍ରାଣରଙ୍କ ପ୍ରାଣୀ ରାଧାନାଥ, ମହାଯାତ୍ରା।
  • ସଂ. ବିଣ. ପୁଂ. ( 4 ର୍ଥୀ ତତ୍; ପ୍ରାଣ+ରଙ୍କ=କୃପଣ) — ଅତି ସ୍ୱାର୍ଥପର — Utterly selfish