ପ୍ରାଣ ବାୟୁ Prāṇa bāyu

  • ସଂ. ବି. — ଶରୀରସ୍ଥ ଶ୍ୱାସବାୟୁ — Breath of life
  • ସଂ. ବି. — ଜୀବିତ ଶରୀରମଧ୍ୟରେ ଥିବା 5 ଗୋଟି ବାୟୁମଧ୍ୟରୁ ଏକତମ — ଜୀବିତ ଶରୀରମଧ୍ୟରେ ଥିବା5ଗୋଟି ବାୟୁମଧ୍ୟରୁ ଏକତମ— . One of the five vital airs
  • ସଂ. ବି. — ଜୀବନ — Life