ପ୍ରାଣ ପଣେ Prāṇa paṇe

  • ଦେ. କ୍ରି. ବିଣ. — ପାରୁ ପର୍ଯ୍ୟନ୍ତ; ଆପଣା ପ୍ରାଣକୁ ଉତ୍ସର୍ଗ କରି — At the cost of one's life; staking one's life (for an act)
  • ଦେ. କ୍ରି. ବିଣ. — ଦେଖାଅ ବିକ୍ରମ ଅରି ସଙ୍ଗେ ରଣ; ରଙ୍ଗେ ଯୁଝି ପ୍ରାଣ ପଣେ। ରାଧାନାଥ. ପାର୍ବତୀ।