ପ୍ରାଣ ପଙ୍କ Prāṇa paṅka

  • ସଂ. ବି. (ଆଧୁନିକ ବିଜ୍ଞାନ ପରିଭାଷା) — ପ୍ରାଣ ବା ସ୍ପନ୍ଦନଯୁକ୍ତ ମୌଳିକ ରକ୍ତମାଂସ ପିଣ୍ଡ — Protoplasm
  • ସଂ. ବି. (ଆଧୁନିକ ବିଜ୍ଞାନ ପରିଭାଷା) — [ଦ୍ର—ଏହା ଜୀବର ମୌଳିକ ଉପାଦାନ।]