ପ୍ରାଣ ଖୋଲିବା Prāṇa kholibā

  • ଦେ. କ୍ରି — ନିଜର ମନୋଭାବକୁ ବ୍ୟକ୍ତ କରିବା — To express one's inmost thoughts
  • ଦେ. କ୍ରି — ସରଳତା ପ୍ରକାଶ କରିବା — To be frank
  • ଦେ. କ୍ରି — (ଯଥା—ବହୁଦିନ ପରେ ଆଜି ପ୍ରାଣ ଖୋଲି କଥାବାର୍ତ୍ତା ହେବାକୁ ମୋତେ ଜଣେ ବନ୍ଧୁ ମିଳିଲେ।)