ପ୍ରାଣ ଉଡ଼ିଯିବା Prāṇa uṟḍ̠ij̄ibā

  • ଦେ. ବି — ପ୍ରାଣ ଛାଡ଼ିଯିବା (ଦେଖ) — Prāṇa chhāṟḍ̠ij̄ibā (See)
  • ଦେ. ବି — ଅତ୍ୟନ୍ତ କ୍ଳାନ୍ତ ହେବା — Being over-tired
  • ଦେ. ବି — ମୁମୂର୍ଷୁ ଅବସ୍ଥା — Dying condition
  • ଦେ. ବି — ଭୟତ୍ରସ୍ତ ଅବସ୍ଥା — A state of great alarm