ପ୍ରାଞ୍ଜଳି Prān̄jaḻi

  • ସଂ. ବି. (ବହୁବ୍ରୀହି; ପ୍ର=ପ୍ରକୃଷ୍ଟରୂପେ କୃତ+ଅଞ୍ଜଳି ଯାହା ଦ୍ୱାରା) — ବଦ୍ଧାଞ୍ଜଳି; କୃତାଞ୍ଜଳି; ଅଞ୍ଜଳିବଦ୍ଧ — With folded palms; in a supplicating posture
  • ସଂ. ବି — ଅଞ୍ଜଳି; ଆଞ୍ଜୁଳା (ହି. ଶ.) — A double handful