ପ୍ରାଜ୍ଞୀ Prājn̄ī

  • ସଂ. ବିଣ. ସ୍ତ୍ରୀ. (ପ୍ରାଜ୍ଞ+ଈ) — ପ୍ରାଜ୍ଞର ସ୍ତ୍ରୀଲିଙ୍ଗ — Feminine of Prājn̄a
  • ସଂ. ବି. ସ୍ତ୍ରୀ. — ସୂର୍ଯ୍ୟଙ୍କ ସ୍ତ୍ରୀଙ୍କ ନାମ (ହି. ଶ) — Name of a wife of the Sun-god