ପ୍ରାଚୀନ Prāchīna
- ସଂ. ବିଣ. (ପ୍ରାଚ୍+ଈନ) — ପୂର୍ବ ଦିଗସ୍ଥ — Eastern
- ସଂ. ବିଣ. (ପ୍ରାଚ୍+ଈନ) — ପୂର୍ବକାଳୀନ — Past; former
- ସଂ. ବିଣ. (ପ୍ରାଚ୍+ଈନ) — ପୁରାତନ — Ancient
- ସଂ. ବିଣ. (ପ୍ରାଚ୍+ଈନ) — ବୃଦ୍ଧ — Old
- ସଂ. ବିଣ. (ପ୍ରାଚ୍+ଈନ) — ପ୍ରାଚ୍ୟ; ପୂର୍ବ ଦେଶୀୟ — Eastern
- ସଂ. ବିଣ. (ପ୍ରାଚ୍+ଈନ) — (ପ୍ରାଚୀ+ଈନ. ଭାବାର୍ଥେ) ପୂର୍ବଦିଗ୍ ଭବ — Occurring or produced in the east