ପ୍ରାଚୀ ମାହାତ୍ମ୍ୟ Prāchī māhātmya
- ସଂ. ବି. — ସଂସ୍କୃତ ଗ୍ରନ୍ଥବିଶେଷ — The title of a book in Sanskrit
- ସଂ. ବି. — [ଦ୍ର—ଏଥିରେ ପ୍ରାଚୀତୀରସ୍ଥ ମନ୍ଦିର ଓ ତୀର୍ଥମାନଙ୍କର ମାହାତ୍ମ୍ୟ ବର୍ଣ୍ଣିତ ହୋଇଅଛି। 107 ବର୍ଷ ତଳେ ପୁରୀଜିଲା କାକଟପୁର ନିବାସୀ ନାରାୟଣ ମିଶ୍ର ଏ ପୁସ୍ତକ ପ୍ରଣୟନ କରିଥିଲେ। ଶ୍ରୀଯୁକ୍ତ ତ୍ରିଲୋଚନ ଆଚାର୍ଯ୍ୟ ଏ ସଂସ୍କୃତ ଗ୍ରନ୍ଥର ଓଡ଼ିଆ ପଦ୍ୟ ଅନୁବାଦ କରିଅଛନ୍ତି। ଏ ଗ୍ରନ୍ଥଦ୍ୱୟ ଅବଧି ଅପ୍ରକାଶିତ—ଡାକ୍ତର. ରାଧାଚରଣ ପଣ୍ଡା।] — [ଦ୍ର—ଏଥିରେ ପ୍ରାଚୀତୀରସ୍ଥ ମନ୍ଦିର ଓ ତୀର୍ଥମାନଙ୍କର ମାହାତ୍ମ୍ୟ ବର୍ଣ୍ଣିତ ହୋଇଅଛି107ବର୍ଷ ତଳେ ପୁରୀଜିଲା କାକଟପୁର ନିବାସୀ ନାରାୟଣ ମିଶ୍ର ଏ ପୁସ୍ତକ ପ୍ରଣୟନ କରିଥିଲେ ଶ୍ରୀଯୁକ୍ତ ତ୍ରିଲୋଚନ ଆଚାର୍ଯ୍ୟ ଏ ସଂସ୍କୃତ ଗ୍ରନ୍ଥର ଓଡ଼ିଆ ପଦ୍ୟ ଅନୁବାଦ କରିଅଛନ୍ତି ଏ ଗ୍ରନ୍ଥଦ୍ୱୟ ଅବଧି ଅପ୍ରକାଶିତ—ଡାକ୍ତର. ରାଧାଚରଣ ପଣ୍ଡା]