ପ୍ରାଗ୍ରସର Prāgrasara

  • ସଂ. ବିଣ. (ପ୍ରାଗ୍ର+ସୃ ଧାତୁ+କର୍ତ୍ତୃ. ଅ) — ପ୍ରଥମ; ପହିଲା (ହି. ଶ) — First
  • ସଂ. ବିଣ. (ପ୍ରାଗ୍ର+ସୃ ଧାତୁ+କର୍ତ୍ତୃ. ଅ) — ଶ୍ରେଷ୍ଠ; ମୁଖ୍ୟ (ହି. ଶ) — Chief; principal