ପ୍ରାଗ୍ଭାବ Prāg bhāba

  • ସଂ. ବି. (ପ୍ରାକ୍=ପ୍ରଥମ+ଭାବ) — ପ୍ରାଧାନ୍ୟ; ଶ୍ରେଷ୍ଠତା — Superiority; excellence
  • ସଂ. ବି. (ପ୍ରାକ୍=ପ୍ରଥମ+ଭାବ) — ପର୍ବତର ଶିଖର — The top or summit of a mountain
  • ସଂ. ବି. (ପ୍ରାକ୍=ପ୍ରଥମ+ଭାବ) — ପୂର୍ବଜନ୍ମର ଅବସ୍ଥା — Prior existence
  • ସଂ. ବି. (ପ୍ରାକ୍=ପ୍ରଥମ+ଭାବ) — ପୂର୍ବ ଅବସ୍ଥା — Previous condition