ପ୍ରାଗୈତିହାସିକ Prāga̲i̱tihāsika

  • ସଂ. ବିଣ. (ଆଧୁନିକ ପ୍ରୟୋଗ; ପ୍ରାକ୍+ଐତିହାସିକ) — ଐତିହାସିକ କାଳର ପୂର୍ବବର୍ତ୍ତୀ (କାଳ) — Prehistoric (period)