ପ୍ରାଗଗ୍ର Prāgagra

  • ସଂ. ବିଣ. (ବହୁବ୍ରୀହି; ପ୍ରାକ୍=ପୂର୍ବ+ଅଗ୍ର) — ପୂର୍ବଆଡ଼କୁ ମୁଣ୍ଡ କରିଥିବା; ପୂର୍ବାଭିମୁଖ — Having the head or top towards the east