ପ୍ରାଖର୍ୟ୍ୟ Prākharj̄ya

  • ସଂ. ବି.—(ପ୍ରଖର+ଭାବାର୍ଥରେ. ଯ) — ପ୍ରଖରତା; ତୀକ୍ଷ୍ଣତା — Acuteness; sharpness
  • ସଂ. ବି.—(ପ୍ରଖର+ଭାବାର୍ଥରେ. ଯ) — ରାଗା; କଟୁ ସ୍ୱାଦ — Pungency; acridity
  • ସଂ. ବି.—(ପ୍ରଖର+ଭାବାର୍ଥରେ. ଯ) — ଦୁଷ୍ଟାମି — Wickedness