ପ୍ରାକ୍କାଳିକ Prākkāḻika

  • ସଂ. ବିଣ. (ପ୍ରାକ୍କାଳ+ଭାବାର୍ଥେ. ଇକ) — ପୂର୍ବକାଳରେ ଘଟିଥିବା; ପୁରାକାଳୀନ; ପ୍ରାଚୀନ — Past; ancient
  • ସଂ. ବିଣ. (ପ୍ରାକ୍କାଳ+ଭାବାର୍ଥେ. ଇକ) — ପୂର୍ବତନ; ଏଥିପୂର୍ବେ ଘଟିଥିବା — Former; previous