ପ୍ରାକୃତ ଦୋଷ Prākṛuta dosha

  • ସଂ. ବି. (କର୍ମଧା) — ବର୍ଷା, ଶରତ୍ ଓ ହେମନ୍ତ ଋତୁରେ ହେବା ଜ୍ୱରରେ ଯଥାକ୍ରମେ ବାତ, ପିତ୍ତ ଓ କଫର ଆଧିକ୍ୟ (ହି. ଶ) — The morbidity of wind, bile and phlegm in the fevers which attack people in the rains, autumn and winter respectively