ପ୍ରାକୃତ ଇତିବୃତ୍ତି Prākṛuta itibṛutti

  • ସଂ. ବି. (ଆଧୁନିକ ପ୍ରୟୋଗ) — ପ୍ରକୃତ ବା ଜଡ଼ ଜଗତ୍ ସମ୍ବନ୍ଧୀୟ ବିଜ୍ଞାନ; ଜଡ଼ବିଜ୍ଞାନ — Natural History; the science of Nature; Natural Philosophy; Natural Science; Physics
  • ସଂ. ବି. (ଆଧୁନିକ ପ୍ରୟୋଗ) — [ଦ୍ର—ଜୀବବିଦ୍ୟା, ଧାତୁବିଦ୍ୟା, ଉଦ୍ଭିଦବିଦ୍ୟା ପ୍ରଭୃତି ପ୍ରାକୃତ ଇତିବୃତ୍ତର ଅନ୍ତର୍ଗତ।]