ପ୍ରାକରମ Prākarama

  • ଗ୍ରା. (ପଦ୍ୟ) ବି. (ସଂ. ପରାକ୍ରମ) — ପରାକ୍ରମ (ଦେଖ) — Parākrama (See)
  • ଗ୍ରା. (ପଦ୍ୟ) ବି. (ସଂ. ପରାକ୍ରମ) — ଅଧିକ ସେ ସଭିଙ୍କି ବଳ ପ୍ରାକର୍ମରେ। କୃଷ୍ଣସିଂହ. ମହାଭାରତ. ଆଦି।