ପ୍ରାଇମର୍ Prāimar
- ବୈଦେ. ବି (ଇଂ.) — କୌଣସି ଭାଷାର ବର୍ଣ୍ଣମାଳା ଶିକ୍ଷା ଦେବା ପ୍ରାଥମିକ ପୁସ୍ତକ — A first book of reading; alphabet book
- ବୈଦେ. ବି (ଇଂ.) — କୌଣସି ବିଷୟ (ଯଥା—ବିଜ୍ଞାନ, ସ୍ୱାସ୍ଥ୍ୟରକ୍ଷା, ଜ୍ୟୋତିଷ, ରସାୟନ)ର ପ୍ରାରମ୍ଭିକ ଜ୍ଞାନ ଯେଉଁ ପୁସ୍ତକରୁ ଲାଭ କରା— ଯାଏ — A primer on any subject