ପ୍ରାଇଭେଟ୍ ସେକ୍ରେଟରୀ Prāibhet sekreṭarī

  • ବୈଦେ. ବି. (ଇଂ.) — ବଡ଼ଲୋକ ଓ ବଡ଼ ହାକିମମାନଙ୍କର ନିଜର ବ୍ୟକ୍ତିଗତ ବା ବେସରକାରୀ ଚିଠିପତ୍ର ଲେଖିବା ପାଇଁ ନିଯୁକ୍ତ କର୍ମଚାରୀ — Private secretary