ପ୍ରହ୍ରାଦ Prahrāda

  • ସଂ. ବି. (ପ୍ର+ ହ୍ଲାଦ୍ ଧାତୁ= ଆନନ୍ଦିତ ହେବା+ ଭାବ. ଅ) — ହର୍ଷ; ଆହ୍ଲାଦ — Delight; joy; hilarity
  • ସଂ. ବି. (ପ୍ର+ ହ୍ଲାଦ୍ ଧାତୁ= ଆନନ୍ଦିତ ହେବା+ ଭାବ. ଅ) — ଗୋଳମାଳ — Noise; uproar
  • ସଂ. ବି. (ପ୍ର+ ହ୍ଲାଦ୍ ଧାତୁ= ଆନନ୍ଦିତ ହେବା+ ଭାବ. ଅ) — ଶବ୍ଦ; ଧ୍ୱନି — Sound (Apte)
  • ସଂ. ବି. (ପ୍ର+ ହ୍ଲାଦ୍ ଧାତୁ= ଆନନ୍ଦିତ ହେବା+ ଭାବ. ଅ) — (+ କର୍ତ୍ତୃ. ଅ) ଦାନବରାଜ ହିରଣ୍ୟକଶିପୁର ପୁତ୍ର — The son of Hiraṇyakaṡipu
  • ସଂ. ବି. (ପ୍ର+ ହ୍ଲାଦ୍ ଧାତୁ= ଆନନ୍ଦିତ ହେବା+ ଭାବ. ଅ) — [ଦ୍ର—ଏ ହିରଣ୍ୟକଶିପୁର ପୁତ୍ର ଥିଲେ। ଏ ପିଲାଦିନୁ ଭଗବଦ୍ଭକ୍ତ ଥିଲେ। ହିରଣ୍ୟକଶିପୁ ଏହାଙ୍କୁ ବିଷ୍ଣୁଭକ୍ତିରୁ ବିଚଳିତ କରିବାକୁ ପ୍ରଲୋଭନ ଓ ଭୟ ଦେଖାଇ, ଶେଷକୁ ଦଣ୍ଡ ଦେଲେ; କିନ୍ତୁ ଏ ତହିଁରେ ବିଚଳିତ ହେଲେ ନାହିଁ। ଅବଶେଷରେ ଭଗବାନ୍ ନରସିଂହରୂପରେ ଏକ ସ୍ତମ୍ଭ ମଧ୍ୟରୁ ବାହାରି ହିରଣ୍ୟକଶିପୁକୁ ନଖରେ ବିଦାରଣ କଲେ ଓ ପ୍ରହ୍ଲାଦଙ୍କୁ ରକ୍ଷା କଲେ। ପ୍ରହ୍ଲାଦଙ୍କ ପୁତ୍ର ବିରୋଚନ ଓ ପୌତ୍ର ବଳି।]
  • ସଂ. ବି. (ପ୍ର+ ହ୍ଲାଦ୍ ଧାତୁ= ଆନନ୍ଦିତ ହେବା+ ଭାବ. ଅ) — ନାଗବିଶେଷ — Name of a mythological serpent