ପ୍ରହସ୍ତ Prahasta

  • ସଂ. ବି. (ପ୍ର+ହସ୍ତ) — ବିସ୍ତୃତାଙ୍ଗୁଳି କରତଳ — Open palm of the hand with the fingers extended
  • ସଂ. ବି. (ପ୍ର+ହସ୍ତ) — ଚାପୁଡ଼ା; ଚପେଟାଘାତ — A slap
  • ସଂ. ବି. (ପ୍ର+ହସ୍ତ) — ରାବଣର ସେନାପତିବିଶେଷ — Name of one of Rābaṇa's generals