ପ୍ରହର୍ତ୍ତା Praharttā
- ସଂ. ବି ଓ ବିଣ. ପୁଂ. (ପ୍ର+ ହୃ ଧାତୁ+ କର୍ତ୍ତୃ. ତୂ; 1 ମା. 1 ବ) — ପ୍ରହାର କର୍ତ୍ତା — Striking; beating
- ସଂ. ବି ଓ ବିଣ. ପୁଂ. (ପ୍ର+ ହୃ ଧାତୁ+ କର୍ତ୍ତୃ. ତୂ; 1 ମା. 1 ବ) — ଯୋଦ୍ଧା — Combatant; warrior
- ସଂ. ବି ଓ ବିଣ. ପୁଂ. (ପ୍ର+ ହୃ ଧାତୁ+ କର୍ତ୍ତୃ. ତୂ; 1 ମା. 1 ବ) — ଆକ୍ରମଣକାରୀ — Assailant