ପ୍ରହରାଦ Praharāda

  • ଗ୍ରା. (ପଦ୍ୟ) ବି. (ସଂ. ପ୍ରହ୍ରାଦ) — ପ୍ରହ୍ଲାଦ 3 (ଦେଖ) — ପ୍ରହ୍ଲାଦ3(ଦେଖ)Prahlāda 3 (See)
  • ଗ୍ରା. (ପଦ୍ୟ) ବି. (ସଂ. ପ୍ରହ୍ରାଦ) — ତାହାଙ୍କ କୁଳେ ପ୍ରହରାଦ, ହରି ବିଷୟେ ଭକ୍ତିଭେଦ। କୃଷ୍ଣସିଂହ. ମହାଭାରତ. ବନ।