ପ୍ରହରଣୀୟ Praharaṇīya

  • ସଂ. ବିଣ. (ପ୍ର+ ହୃ ଧାତୁ+ କର୍ମ. ଅନୀୟ) — ପ୍ରହାର ପାଇବା ଯୋଗ୍ୟ — Deserving to be beaten
  • ସଂ. ବି. (+କରଣ ଅନୀୟ) — ଆୟୁଧ; ଅସ୍ତ୍ର — Weapon