ପ୍ରସ୍ୱାପନ Praswāpana
- ସଂ. ବି. (ପ୍ର+ ସ୍ୱପ୍ ଧାତୁ ଣିଚ୍+ ଭାବ. ଅନ) — ନିଦ୍ରା ଉତ୍ପାଦନ — Causing or inducing sleep
- ସଂ. ବି. (ପ୍ର+ ସ୍ୱପ୍ ଧାତୁ ଣିଚ୍+ ଭାବ. ଅନ) — (+ କର୍ତ୍ତୃ. ଅନ) ପ୍ରସ୍ୱାପ 3 (ଦେଖ) — (+ କର୍ତ୍ତୃ. ଅନ) ପ୍ରସ୍ୱାପ3(ଦେଖ). Praswāpa 3 (See)
- ସଂ. ବି. (ପ୍ର+ ସ୍ୱପ୍ ଧାତୁ ଣିଚ୍+ ଭାବ. ଅନ) — ଏହି ପ୍ରସ୍ୱାପନ ଅସ୍ତ୍ରକୁ ତୁମ୍ଭେ ନିଅ—କୃଷ୍ଣସିଂହ. ମହାଭାରତ. ବନ।
- ସଂ. ବିଣ — ନିଦ୍ରାଜନକ — Inducing sleep; soporific