ପ୍ରସ୍ୱାପକ Praswāpaka

  • ସଂ. ବିଣ. ପୁଂ. (ପ୍ର+ ସ୍ୱପ୍ ଧାତୁ ଣିଚ୍+ କର୍ତ୍ତୃ. ଅକ) — ନିଦ୍ରା ଉତ୍ପାଦକ — Soporific; causing sleep
  • ସଂ. ବିଣ. ପୁଂ. (ପ୍ର+ ସ୍ୱପ୍ ଧାତୁ ଣିଚ୍+ କର୍ତ୍ତୃ. ଅକ) — ନିହନ୍ତା — Slaying (Apte)