ପ୍ରସ୍ରା Prasrā

  • ସଂ. ବି. (ପ୍ର+ ସ୍ରୂ ଧାତୁ= କ୍ଷରିତ ହେବା+ କର୍ମ. ଅ) — ମୂତ୍ର; ମୂତ (ପ୍ରକୃତିବାଦ) — Urine
  • ସଂ. ବି. (ପ୍ର+ ସ୍ରୂ ଧାତୁ= କ୍ଷରିତ ହେବା+ କର୍ମ. ଅ) — (+ ଭାବ. ଅ)—ପ୍ରକୃଷ୍ଟରୂପେ କ୍ଷରଣ—(ପ୍ରକୃତିବାଦ) — Excessive distillation